ଆଜି ପୀଠେ ମହା ସପ୍ତମୀ, ମଣ୍ଡପରେ ଷଷ୍ଠୀ: ପୂଜା ପାର୍ବଣ ପାଇଁ ଆଜିଠୁ ଟୁଇନ୍ ସିଟିରେ ନାଇଟ କର୍ଫ୍ୟୁ
ପାର୍ବଣ ପାଇଁ ଆଜିଠୁ ଟୁଇନ୍ ସିଟି ଭୁବନେଶ୍ୱର ଓ କଟକରେ ନାଇଟକର୍ଫ୍ୟୁ । ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ । ପୂର୍ବରୁ ଯେଉଁଭଳି ନାଇଟ୍ କର୍ଫ୍ୟୁ ହେଉଥିଲା ସେମତି ସମାନ ଢଙ୍ଗରେ ଆଜିଠୁ ନାଇଟ କର୍ଫ୍ୟୁ ଜାରି ହେବ । କେବଳ ଅନୁମତି ପ୍ରାପ୍ତ ଯାନବାହାନ ରାସ୍ତାରେ…