Browsing Tag

78 YouTube channel bans

୭୮ଟି ୟୁଟ୍ୟୁବ ଚ୍ୟାନେଲ୍ ବ୍ୟାନ

ସୂଚନା ପ୍ରସାରଣ ମନ୍ତ୍ରୀ ମଙ୍ଗଳବାର ୭୮ ୟୁଟ୍ୟୁବ ଚ୍ୟାନେଲ୍ ଏବଂ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ କରିବାକୁ ଆଦେଶ ଦେଇଛନ୍ତି । ଆଇଟି ଆକ୍ଟ ୨୦୦୦ ର ଧାରା ୬୯ଏ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୂଯାୟୀ ସରକାର ୨୦୨୧ ଏବଂ ୨୦୨୨ ମଧ୍ୟରେ…