Browsing Tag

75 lakh cash seized from a suitcase at Bhubaneswar airport

ଭୁବନେଶ୍ବର ଏୟାପୋର୍ଟରେ ଏକ ସୁଟକେଶ୍ ଭିତରୁ ଜବତ ହେଲା ୭୫ ଲକ୍ଷ ନଗଦ ଟଙ୍କା, ୨ ଅଟକ

ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ରାଜଧାନୀରୁ ଜବତ ହେଲା ପୁଳା ପୁଳା ୫୦୦ ଟଙ୍କିଆ ବିଡା। ଭୁବନେଶ୍ବର ଏୟାପୋର୍ଟରେ ଏକ ସୁଟକେଶ୍ ଭିତରୁ ଜବତ ହେଲା ୭୫ ଲକ୍ଷର ନଗଦ ଟଙ୍କା । ଏତେ ପରିମାଣର ଟଙ୍କା କେଉଁ ଉଦ୍ଦେଶ୍ୟ ଆଣାଯାଇଥିଲା ତାହାର ତଦନ୍ତ କରୁଛି ଆୟକର ବିଭାଗ । ସୂଚନା ମୁତାବକ,…