ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ନେତାଜୀ ଖେଳ ପଡିଆଠାରେ ୭୨ତମ ବନ ମହୋତ୍ସବ ପାଳିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନେତାଜୀ ଯୁବକ ସଂଘ ଓ ଗ୍ରୀନ ୱାର୍ଲ୍ଡ ଭୁବନେଶ୍ବରର ମିଳିତ ଉଦ୍ୟମରେ ଆଜି ନେତାଜୀ ଯୁବକ ସଂଘର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ସିଂହଙ୍କ ନେତୃତ୍ବରେ ବଡଗଡ ବ୍ରୀଟ୍ କଲୋନୀ ଚାରିଛକ ନିକଟରେ ଅବସ୍ଥିତ ନେତାଜୀ ଖେଳ ପଡିଆଠାରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଅଛି ।…