ଭୁଶୁଡ଼ିଲା ୭୦ଫୁଟ ର ପାଣିଟାଙ୍କି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଉରକେଲାରେ ଭୁଶୁଡିଗଲା ୭୦ ଫୁଟ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି । ଏହି ପାଣି ଟାଙ୍କି ତଳେ ଥିବା ୱେସ୍କୋ ଅଫିସ ସମ୍ପୁର୍ଣ୍ଣ ରୂପେ ଭାଙ୍ଗିଯାଇଛି । ଏହି ଘଟଣା ରେ କାହାର ମୃତ୍ୟୁ ହୋଇଛି ନା ନାହିଁ ସ୍ପଷ୍ଟ ହୋଇନଥିବା ବେଳେ କିଛଲୋକ ଆହତ ହୋଇଛନ୍ତି ।
ସୂଚନା…