ମହାତ୍ମା ଗାନ୍ଧୀଙ୍କ ନାତୁଣୀକୁ ସାତ ବର୍ଷ ଜେଲ ଦଣ୍ଡାଦେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦକ୍ଷିଣ ଆଫ୍ରିକାର ଏକ କୋର୍ଟ ମହାତ୍ମା ଗାନ୍ଧୀଙ୍କ ନାତୁଣୀକୁ ଛ' ମିଲିଅନ ରାଣ୍ଡ ଠକେଇ ଏବଂ ଜାଲିଆତି ମାମଲାରେ ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ୫୬ ବର୍ଷୀୟ ଆଶିଷ ଲତା ରାମଗୋବିନ୍ ସୋମବାର ଡର୍ବାନ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଭାରତରୁ…