୭ ସାଇବର ଲୁଟେରାଙ୍କୁ ଗିରଫ: ୧୭ ହଜାର ସିମକାର୍ଡ ଜବତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୁଲିସ ୭ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୧୫୦ଟି ମୋବାଇଲ ଓ ୧୭ ହଜାର ସିମକାର୍ଡ ଜବତ କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ କଟକରେ ଅଫିସ କରି ସାଇବର ଅପରାଧ ଚଳାଇଥିଲେ। ପ୍ରି ଆକ୍ଟିଭେଟେଡ ସିମ୍ ଜରିଆରେ ଅପରାଧିକ କାର୍ଯ୍ୟ…