ଟ୍ରକ୍ ଭିତରେ ପଶିଗଲା ଭ୍ୟାନ୍, ୬ ପରୀକ୍ଷାର୍ଥୀ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରକ୍ ଭିତରେ ଭ୍ୟାନ୍ ପଶି ୬ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ପରୀକ୍ଷାର୍ଥୀ ବୋଲି ଜଣାପଡିଛି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ରାଜସ୍ଥାନ ଜୟପୁରର ଚକସୁ ରୋଡ୍ରେ।
ପୁଲିସ ସୂଚନା ମୁତାବକ, ଏହି ଭ୍ୟାନ୍ରେ ମୋଟ ୧୧ ଜଣ ଯାତ୍ରୀ ଥିଲେ। ସମସ୍ତେ…