Browsing Tag

60dead

୨୪ ଘଣ୍ଟାରେ ୬୦ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ଛୁଇଁଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ ୨୪ ଘଣ୍ଟାରେ ଦେଶରେ ୬୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ସେହିିଭଳି ଦେଶରେ ୨୮ ହଜାର ୩୮୦ରୁ ଅଧିକ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ୨୧ ହଜାର ୧୩୨ ଜଣ ଆକ୍ଟିଭ ରୋଗୀ ଚିକିତ୍ସିତ ହେଉଛନ୍ତି । ୬ ହଜାର ୩ଶହ ଜଣ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ…