ହାଇଦ୍ରାବାଦରେ ବଡ଼ଧରଣର ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ କାରଣରୁ ୬ ମୃତ
ହାଇଦ୍ରାବାଦର ଏକ ବହୁତଳ କମର୍ସିଆଲ କମ୍ପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଶ୍ବାସରୁଦ୍ଧ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତକାଲି ରାତିରେ ସ୍ବପ୍ନାଲୋକ କମ୍ପ୍ଲେକ୍ସର ପଞ୍ଚମ ମହଲାରେ ସର୍ଟ ସର୍କିଟ କାରଣରୁ ନିଆ ଲାଗିଥିଲା ।…