କର କ୍ଲିନିକର ୩ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସହ ୬ଜଣ ଗଲେ କ୍ୱାରେଂଟାଇନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ତୃତୀୟ କରୋନା ରୋଗୀ କର କ୍ଲିନିକରେ ଚିକିତ୍ସିତ ହେଉଥିବା ଖବର ସମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ତରଫରୁ କର କ୍ଲିନିକ ନଯିବାକୁ ରୋଗୀଙ୍କୁ ଅନୁରୋଧ କରାଯାଇଥିଲା । କର କ୍ଲିନିକକୁ ସରକାରଙ୍କ ପକ୍ଷରୁ ଏକ ପ୍ରକାର ସିଲ କରାଯାଇଥିଲା । ଉକ୍ତ ରୋଗୀ…