ଥରିଲା ଇଣ୍ଡୋନେସିଆ, ସୁନାମୀ ଆସିବା ନେଇ ଆଶଙ୍କା
ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଦ୍ୱୀପରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଦ୍ୱୀପରେ ଭୂମିକମ୍ପ ହେବା ଯୋଗୁଁ ସୁନାମୀ ହେବା ନେଇ ଲୋକଙ୍କୁ ସଚେତନ କରାଯାଇଛି…