ନବୀନ ସରକାର ୫ମ ପାଳିର ୧ବର୍ଷ ମଧ୍ୟରେ ୪ଟି ପ୍ରକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରିପାରିଛି : ସଞ୍ଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନବୀନ ସରକାରଙ୍କ ୫ମ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି । ଓଡ଼ିଶାବାସୀ ନବୀନଙ୍କ ଉପରେ ନିଜର ଆସ୍ଥା ବଜାୟ ରଖି ୫ମ ଥର ପାଇଁ ବିପୁଳ ଭୋଟ ଦେଇ ସେମାନଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଏହି ଏକ ବର୍ଷ ମଧ୍ୟରେ ନବୀନ ସରକାର ଓ ରାଜ୍ୟବାସୀ ୪ଟି ବଡ ବିପର୍ଯ୍ୟୟ…