ବାଇକରେ ବସି ଯାତ୍ରା କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ
ଭଦ୍ରକ ଜିଲ୍ଲା ମଲ୍ଲିମହରା ଓ ଗୌରାଙ୍ଗପୁରରେ ଦେଖିବାକୁ ମିଳିଛି ଜନସେବା ପ୍ରତି 5T ଅଧ୍ଯକ୍ଷଙ୍କ ପ୍ରତିବଦ୍ଧତାର ଆଉ ଏକ ନିଆରା ଚିତ୍ର । 5T ଅଧ୍ଯକ୍ଷଙ୍କ ଗସ୍ତ ସମୟରେ ଛୁଟିଆସିଥିଲେ ଜନସମୁଦ୍ର ଭଳି ଲୋକ ।
ବିକାଶର ସାରଥିଙ୍କ ପାଖରେ ଲାଗିଥିଲା ଭଲପାଇବା ଆଉ ଭରସାର ଭିଡ଼ । ହଜାର ହଜାର…