ପୁଣି ୨୫ କରୋନା ପଜିଟିଭ ଚିହ୍ନଟ, ଗୋଟିଏ ଦିନରେ ୫୨ ଜଣ , ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟବାସୀଙ୍କୁ ଡରାଇଲାଣି କରୋନା । କିଛିଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ଥିବାବେଳେ ପ୍ରବାସୀ ଓଡ଼ିଆଙ୍କ ଆଗମନରେ ଏହା ଦ୍ରୁତ ଗତିରେ ବଢି ଚାଲିଛି । ଏହାକୁ ଦେଖି ରାଜ୍ୟବାସୀଙ୍କ ମନରେ ଛନକା ପଶିଲାଣି । ଆଜି ସକାଳେ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ…