ଭୁବନେଶ୍ୱରରେ ୭ଦିନରେ ହେବ ୫ ହଜାର ସାମ୍ପୂଲ ଟେଷ୍ଟ: ମୁଖ୍ୟ ଶାସନ ସଚିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ୭ଦିନରେ ହେବ ୫ ହଜାର କରୋନା ସାମ୍ପୂଲ ଟେଷ୍ଟ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭୁବନେଶ୍ୱର କରୋନା ହଟସ୍ପଟ ଭାବେ ସ୍ଥାନିତ ହୋଇଛି । ତେଣୁ କରୋନା ନମୂନା ପରୀକ୍ଷା ପାଇଁ ରାଜଧାନୀରେ କାର୍ଯ୍ୟକାରୀ ହେବ ସ୍ଥାୟୀ…