Browsing Tag

500 gram tumor

ମହିଳାଙ୍କ ମସ୍ତିଷ୍କରୁ ବାହାରିଲା ୫୦୦ ଗ୍ରାମ ଓଜନର ଏକାଧିକ ଟ୍ୟୁମର

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋ ସର୍ଜନଙ୍କ ଦ୍ୱାରା ଏକ ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୩୦ ବର୍ଷିୟା ମହିଳାଙ୍କର ମସ୍ତିଷ୍କରୁ ଏକ ସଙ୍ଗେ ୫୦୦ ଗ୍ରାମର ଏକାଧିକ ଟ୍ୟୁମର ବାହାର କରାଯାଇପାରିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ଏହି ମହିଳା ଜଣକ…