Browsing Tag

50-mruta-deha-found-in-setit-river

ନଦୀରେ ଭାସୁଛି ୫୦ ମୃତଦେହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନଦୀରୁ ମିଳିଲା ୫୦ ମୃତଦେହ । କାହା ଦେହରେ ଗୁଳି ବାଜିଛି ତ ଆଉ କାହା ହାତ-ଗୋଡ଼ ବନ୍ଧା ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁଦାନ ଅଞ୍ଚଳରେ । ସୁଦାନ କସାଳା ପ୍ରଗଣାର ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଇଥୋପିଆର ଟିଗାର ଅଞ୍ଚଳ ସହିତ…