ଟେଣ୍ଡର କରାଇବାକୁ କହି ଡେପୁଟି ଚିଫ ଇଞ୍ଜିନିୟର ଠକି ନେଲେ ୫୦ଲକ୍ଷ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରେଳବାଇର ଡେପୁଟି ଚିଫ ଇଞ୍ଜିନିୟର, କନଷ୍ଟ୍ରକସ ବିଭାଗର ପ୍ରଶାନ୍ତ କୁମାର ବାଘ ରେଲୱେରେ ୩କୋଟି ଟଙ୍କାର ଟେଣ୍ଡର କରାଇଦେବାକୁ କହି ଜଣେ ଠିକାଦାର ଠାରୁ ଠକି ନେଲେ ୫୦ଲକ୍ଷ ଟଙ୍କା । ଠିକାଦାର ଚିତ୍ରସେନ ବାଘ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ…