ଓଡ଼ିଶା ପାଇଁ ଖୁସି ଖବର, ୫ଟି ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରି
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ପାଇଁ ଖୁସି ଖବର, ୫ଟି ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ପ୍ରକଳ୍ପ ଚଳାଇବେ ।
ସୂଚନା ଅନୁଯାୟୀ, ରେଳ ଚଳାଚଳ ସମ୍ପର୍କିତ ଅନୁଧ୍ୟାନ ଓ…