ବିବାହ ଭୋଜି ହେଲା କାଳ, ଦୁର୍ଘଟଣାରେ ଚାଲିଗଲା ୪ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ବିଳମ୍ବିତ ରାତିରେ କାଲାହାଣ୍ଡି ଜିଲ୍ଲାର କେସିଙ୍ଗା ପୋଲିସ ସୀମା ଅନ୍ତର୍ଗତ ତୁର୍ଲାଖାମାନ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଜଣେ ଶିଶୁଥିବା ସୂଚନା ମିଳିଛି । ଏକ…