Browsing Tag

4get

ହୀରାକୁଦ ଆଉ ୪ଟି ଗେଟ୍ ଖୋଲିଲା

ହୀରାକୁଦ ଡ୍ଯାମର ଆଉ ୪ ଗୋଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ନଦୀବନ୍ଧର ଆଉ ୪ଟି ଗେଟ୍ ଖୋଲିଛି । ଫଳରେ ମୋଟ୍ ୧୨ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ । ବାମପଟରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି ।…