ଆଜି ରାତି ୮ଟାରୁ ଭୁବନେଶ୍ୱର ଓ ଭଦ୍ରକ ଦୁଇଦିନ ସମ୍ପୂର୍ଣ୍ଣ ଲକଡାଉନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତ ସରକାରଙ୍କ ନିଦ ହଜାଇ ଦେଇଛି । କାରଣ ପୂର୍ବରୁ ଚିହ୍ନଟ ହୋଇଥିବା ୪ କରୋନା ଆକ୍ରାନ୍ତ ବିଦେଶ କିମ୍ବା ରାଜ୍ୟ ବାହାରକୁ ଗ୍ରସ୍ତ କରିଥିଲେ । ମାତ୍ର ୫ମ କରୋନା ଆକ୍ରାନ୍ତ ବିଦେଶ କିମ୍ବା ରାଜ୍ୟ ବହାରକୁ ଗ୍ରସ୍ତ କରିନଥିଲେ । ସେ କେତେ…