Browsing Tag

45years celebration of Ruchi

୪୫ ବର୍ଷରେ ପଦାର୍ପଣ କଲା ରୁଚି ଉଦ୍ୟୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୪୫ ବର୍ଷରେ ପଦାର୍ପଣ କଲା ରୁଚି ଉଦ୍ୟୋଗ । ପବିତ୍ର ରଥଯାତ୍ରାର ଶୁଭ ଅବସରରେ ଓଡ଼ିଶାର ପ୍ରତିଷ୍ଠିତ ରୁଚି ଶିଳ୍ପୋଦ୍ୟୋଗ ନିଜର ୪୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ପୂର୍ବାହ୍ନରେ ରୁଚିର ପୁରୁଖା ମହିଳା କର୍ମଜୀବୀ କୁନି ଦାସ ରୁଚି ପତାକା ଉତ୍ତୋଳନ କରି…