ମତେ ଯେତେ ମାଠିବୁ ମାଠ, ଦେଖନ୍ତୁ ଭିଡ଼ିଓ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ପ୍ରାଣମୂର୍ଚ୍ଚା ଉଦ୍ୟମ ଜରିରଖିଥିବା ବେଳେ କିଛି ଅମାନିଆ ବ୍ୟକ୍ତି ସରକାରୀ ନିର୍ଦ୍ଦେଶକୁ ଖାତିର ନକରି ନିଜ ମନମାନି ଜାରି ରଖିଛନ୍ତି । କରୋନା ସଂକ୍ରମଣ ଚେନ କୁ ରୋକିବାକୁ ଗତକାଲି ରାଜ୍ୟ ସରକାର ଭୁବନେଶ୍ୱର, କଟକ ଓ…