Browsing Tag

40 injured in blaze at firecrackers unit in Madhya Pradesh’s Harda town

ବାଣ କାରଖାନାରେ ବିସ୍ଫୋରଣ; ୬ମୃତ

ମଧ୍ୟପ୍ରଦେଶ ହରଦାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ । ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି । ଏଥିରେ ଅନେକ ଲୋକ ଫସିଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ…