ଚାଁହୁ ଚାଁହୁ ଭୁଶୁଡିଗଲା ୪ ମହଲା କୋଠା; ଦେଖନ୍ତୁ ଭିଡିଓ
ଓଡିଶା ଫାଷ୍ଟ ବ୍ୟୁରୋ: ଆଜି ମୁମ୍ବାଇରେ ୪ମହଲା ବିଶିଷ୍ଟ ଏକ କୋଠାଘର ଭୁଶୁୁଡ଼ିପଡ଼ିଛି। ତେବେ ଏହାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ସନ୍ଦେହ କରାଯାଉଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ।ଏଭଳି ଅଭାବନୀୟ ଘଟଣା…