ପରିତ୍ୟକ୍ତ ରାଇସ୍ମିଲ୍ର ପାଚେରି ଭୁଶୁଡ଼ି ୪ମୃତ, ୫ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳୁ ଏକ ପରିତ୍ୟକ୍ତ ରାଇସ୍ମିଲ୍ର ପାଚେରି ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହରରେ ।
ସୂଚନା ଅନୁଯାୟୀ, ଢେଙ୍କାନାଳ ସହରସ୍ଥିତ ଅଳସୁଆ ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ…