ସେକ୍ସ ରାକେଟ ଉପରେ ଚଢଉ, ୨ ଯୁବତୀ ଉଦ୍ଧାର ୨ ଗ୍ରାହକଙ୍କ ସହ ୪ ଗିରଫ
ଓଡିଶା ଫାଷ୍ଟ(ବ୍ୟୁରୋ): ରାୟଗଡା ସହରରେ ବଢି ଚାଲିଥିବା ସେକ୍ସ ରାକେଟ କୁ ଟାର୍ଗେଟ କରି ପୋଲିସ ଚଢ଼ାଉ କରିଛି । ସହରର ଗାୟତ୍ରୀ ନଗରରେ ଏକ ଘରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢ଼ାଉ କରିଛି ରାୟଗଡା ପୋଲିସ ।
ସୂଚନା ଅନୁଯାୟୀ, ଏହି ଚଢ଼ାଉରେ ୨ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯିବ ସହ ୨ଜଣ…