Browsing Tag

4 Naxals killed in Javan’s encounter

ଯବାନଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ

ମହାରାଷ୍ଟ୍ର ଗଡଚରୋଲିରେ ଏନକାଉଣ୍ଟର । ପୋଲିସକୁ ବଡ଼ ସଫଳତା । ମଙ୍ଗଳବାର ସକାଳୁ ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ଯବାନଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ ହୋଇଛନ୍ତି । ଅଧିକ ନକ୍ସଲ ଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳରେ ପୋଲିସ୍ ସର୍ଚ୍ଚ ଅପରେସନ ଜୋରଦାର କରିଛି । ଗଡ଼ଚରୋଲି…