କାର୍ ଚକା ଲିକ୍ କରି ୪ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ
ଓଡିଶା ଫାଷ୍ଟ(ବ୍ୟୁରୋ): କାର୍ ଚକା ଲିକ୍ କରି ଝିଅ ବାହାଘର ପାଇଁ ଉଠାଇଥିବା ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ତାଳଚେର ହାଟତୋଟା ରୋଡର ସିଟି ଲାଇଫ ମଲ୍ ନିକଟରୁ ଏହି ଲୁଟ୍ ହୋଇଛି । ଲୁଟେରାମାନେ ଅତି ଚତୁରତାର ସହ କାର୍ ଚକା ଲିକ୍ କରି ଟଙ୍କା ଲୁଟି ନେଇଛନ୍ତି । ଏ ନେଇ…