Browsing Tag

4 lakh 86 thousand people out side odisha resisted for back to home

ଘରକୁ ଫେରିବାକୁ ୪୮ ଘଣ୍ଟାରେ ପଞ୍ଜୀକରଣ କଲେଣି ୪ ଲକ୍ଷ ୮୬ ହଜାର  

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକ ଡାଉନ ପାଇଁ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବାକୁ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ ଚାଲିଛି । ଏହାପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ତିଆରି ହୋଇଛି । ଏହି ପୋର୍ଟାଲରେ ପ୍ରବାସୀ ଓଡ଼ିଆ ନିଜେ କିମ୍ବା ତାଙ୍କ ସମ୍ପର୍କୀୟ ପଞ୍ଜୀକରଣ କରୁଛନ୍ତି । ଗତ…