Browsing Tag

4 Killed

ଟ୍ରକକୁ ଧକ୍କା ଦେଲା ଟ୍ରକ୍; ୪ କାଉଡିଆଙ୍କ ମୃତ୍ୟୁ, ୧୫ ଆହତ

ଟ୍ରକକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୪ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଟ୍ରକ୍‌ ଦୁଇଟିରୁ ଗୋଟିଏ କାଉଡ଼ିଆଙ୍କୁ ନେଇ ହରିଦ୍ୱାର ଅଭିମୁଖେ ଯାଉଥିଲା । ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ 'ଡିଭାଇଡର୍‌'…