Browsing Tag

4 college students dead

କୋଚି ବିଶ୍ୱବିଦ୍ୟାଳୟରେ ଲାଇଭ୍ କନସର୍ଟ୍ ଚାଲିଥିବାବେଳେ ଦଳଚକଟା, ୪ ମୃତ, ୫୦ରୁ ଅଧିକ ଆହତ

କେରଳ କୋଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଘଟଣ । ଦଳଚକଟାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । କୋଚି ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜିରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା ।…