କାହାକୁ କେନ୍ଦ୍ର ମନ୍ତ୍ରୀ କରିବାକୁ ଚାହୁଁଛି ତୃତୀୟ ମହଲା !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ମିଳିଲାଣି ଆଭାସ । ୟୁପି ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜୋର ଧରିଲାଣି । କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପ୍ରାୟ ୨୮ଟି ଆସନ ଖାଲି ରହିଛି । ନୂତନ ମନ୍ତ୍ରୀ ପଦ ରେସ ରେ କଂଗ୍ରେସ ଛାଡି…