ପୁରୁଷ ଜୁନିୟର ହକି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା, ୩ ଓଡ଼ିଆ ସାମିଲ
ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ବାଜିବ ଜୁନିୟର ହକି ବିଶ୍ବକପ୍ ବିଗୁଲ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିଅର ହକି ବିଶ୍ୱକପ। ଏଥିପାଇଁ ପୁରୁଷ ଜୁନିୟର ହକି ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ହୋଇଛି। ୧୮ଜଣିଆ ଦଳ ଘୋଷଣା କରିଛି FIH।
ସୂଚନା ମୁତାବକ ଭାରତୀୟ ହକି ଜଳରେ…