ବ୍ରିଜ ତଳକୁ ଖସିପଡ଼ିଲା ବସ୍, 3ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ୧୬ ନଂ ଜାତୀୟ ରାଜପଥର ବେଲପଡ଼ା ବାଇପାସ ନିକଟରେ ଯାତ୍ରୀବାହୀ ବସ ମା ଭୈରବୀ ଦୁର୍ଘଟଣାଗ୍ରସ୍ତ, ୩ ମୃତ । ଘଟଗାଁ ତାରିଣୀ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଅଜଣା ଗାଡ଼ି ସହ ବସ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ପରେ ବସଟି ବ୍ରିଜ ତଳକୁ ଖସି ପଡ଼ିଥିଲା ।…