ଅସମ୍ଭାଳ ହେଲାଣି ଗଞ୍ଜାମରେ କରୋନା ସ୍ଥିତି, ଗଞ୍ଜାମରେ ୧୩୭, ରାଜ୍ୟରେ ୩୯୧ ପଜେଟିଭ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆଉ ୧୪ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୧୨, କେନ୍ଦ୍ରାପଡାରୁ ଜଣେ ଓ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ବୋଲି ସୂଚନା ମିଳିଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ପଜିଟିଭ ସଂଖ୍ୟା ୧୩୭କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ…