ବୈପାରୀଗୁଡ଼ା ଆଇଆଇସିଙ୍କ ଠାରୁ ଜବତ ହେଲାଣି ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା
ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀଙ୍କ ବିଭିନ୍ନ ଠିକଣାରୁ ଏପର୍ଯ୍ୟନ୍ତ ନଗଦ ୩୭ଲକ୍ଷ ୨୭ହଜାର ଟଙ୍କା ଜବତ । ଗତକାଲି ତାଙ୍କ ନିକଟରୁ, ଅଫିସ ଚାମ୍ବରରୁ ଓ ଘରୁ ନଗଦ ୭ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ଆଜି, ସକାଳୁ କଟକ ବକ୍ସିବଜାର ସରକାରୀ ବାସଭବନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା…