ଏଣିକି ଏମ୍ସରେ ମିଳିବ କ୍ୟାନ୍ସର ସହ ଏଭଳି ବଡ଼ ବଡ଼ ୩୫୯ ପ୍ରକାର ରୋଗର ମିଳିବ ମାଗଣାରେ ଔଷଧ
ଏଣିକି ଏମ୍ସରେ ୩୫୯ ପ୍ରକାରର ଔଷଧ ମାଗଣାରେ ମିଳିବ। କାରଣ ହସ୍ପିଟାଲର ଜେନେରିକ୍ ଫାର୍ମାସୀ ତାଲିକାରେ ପରିବର୍ତ୍ତନ କରାଯାଇଛି। ଫଳରେ କ୍ୟାନ୍ସର, ମଧୁମେହ, ଆର୍ଥ୍ରାଇଟିସ୍, ସୋରିୟାସିସ୍ ଆଦି ରୋଗୀ ମାଗଣାରେ ଔଷଧ ପାଇପାରିବେ। ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କୁ ଠିକ୍ ଭାବେ ଔଷଧ…