ରାଜ୍ୟକୁ ମିଳିବ ଆଉ ୩୫୦ ଇ-ବସ୍
ରାଜ୍ୟକୁ ଆସିବ ଆଉ ୩୫୦ ଇ-ବସ୍। କଟକ, ଭୁବନେଶ୍ୱର ଓ ରାଉରକେଲାରେ ଏହି ବସ୍ ସେବା ଯୋଗାଇବ। ସାଧାରଣ ପରିବହନ ସେବା ବୃଦ୍ଧି ଓ ପରିବେଶ ଉପଯୋଗୀ ପଦକ୍ଷେପ ସ୍ୱରୂପ ଓଡ଼ିଶାକୁ ଏହି ବସ୍ ମିଳିବ। ପିଏମ୍-ଇ ବସ୍ ଯୋଜନାରେ ଏହି ବସ୍ ରାଜ୍ୟକୁ ମିଳିବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ…