ପାଟ୍ରୋଲିଂ ବେଳେ ଖାଇକୁ ଖସିଲା ସେନା ଗାଡ଼ି, ୩ ଯବାନ ସହିଦ
ଜାମ୍ମୁ-କାଶ୍ମୀରରେ କୁପଓ୍ବାଡ଼ାରେ ଅଘଟଣ । ବରଫ ଖାଇକୁ ଖସିଲା ଭାରତୀୟ ସେନା ଗାଡ଼ି । ଦୁର୍ଘଟଣା ଯୋଗୁ ୩ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ସହିଦ ଯବାନଙ୍କ ମରଶରୀରକୁ ଉଦ୍ଧାର କରିଛି ସୁରକ୍ଷାବଳ । ପ୍ରବଳ ଥଣ୍ଡା ସହିତ ବରଫ ବର୍ଷା ଯୋଗୁ ପାଟ୍ରୋଲିଂରେ ସମସ୍ୟା ସୃଷ୍ଟି ହେଉଛି ।
ସୂଚନା…