କଂଗ୍ରେସ ପାର୍ଟିରୁ ୩ ନିଲମ୍ବିତ ଓ ୩ ବହିଷ୍କୃତ, ପଢନ୍ତୁ …
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟକଳାପ କୁ ନେଇ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିର୍ବାଚନ ର ଆଉ ଦୁଇଟି ପର୍ଯ୍ୟାୟ ବକିଥିବା ବେଳେ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ଆସିବା ପରେ ଗତକାଲି ବଡମ୍ବା-ନରସିଂହପୁର ନିର୍ବାଚନ…