୩ ଲୋକସଭା, ୧୧ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି, ପାଟକୁରାରୁ ଲଢ଼ିବେ ବିଜୟ ମହାପାତ୍ର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପିର ୩ଟି ଲୋକସଭା ଓ ୧୧ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ।
ବିଜେପି ୩ ଲୋକସଭା ପ୍ରାର୍ଥୀ ହେଲେ :
ଭଦ୍ରକ: ଅଭିମନ୍ୟୁ ସେଠୀ
ଯାଜପୁର: ଅମୀୟ ମଲ୍ଲିକ
ମୟୁରଭଞ୍ଜ: ଇଂ ବିଶ୍ୱେଶ୍ୱର ଟୁଡୁ
ବିଜେପି ୧୧ ବିଧାନସଭା ପ୍ରାର୍ଥୀ ହେଲେ :…