ଯାଜପୁର ର ୩ ଡାକ୍ତର ଓ ୧୯ ନର୍ସ କ୍ୱାରେଣ୍ଟିନରେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଯାଜପୁର ର ୩ ଡାକ୍ତର ଓ ୧୯ ନର୍ସ କ୍ୱାରେଣ୍ଟିନରେ ପଠାଯାଇଛି । ଏନେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଯାଜପୁର ରୁ ଚିହ୍ନଟ ହୋଇଥିବା ୫କରୋନା ପଜେଟିଭ ସଂସ୍ପର୍ଶରେ ସିଧାସଳଖ ଆସିଥିବା ୩ଡାକ୍ତର ଓ ୧୯ ଜଣ…