Browsing Tag

3 dead in corona today

ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ୭୭ରେ ପହଁଚିଲା ମୃତକଙ୍କ ସଂଖ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନାରେ ଆଜି ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି । ଏହି ତିନିଜଣଙ୍କୁ ମିଶାଇ ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ୭୭ ରେ ପହଂଚିଛି । ଗଞ୍ଜାମରେ ଏ ପର୍ଯ୍ୟନ୍ତ ୪୬…