ଏନ.ସି.ଆର.ଟି ପାସିଭ, ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ତିନିଦିନିଆ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଛାତ୍ର ଛାତ୍ରୀ ଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏନ.ସି.ଆର.ଟି ପାସିଭ ଏବଂ ସମଗ୍ର ଶିକ୍ଷା ପକ୍ଷରୁ ୱାର୍ଡ ସ୍କିଲ ସେଣ୍ଟର ରେ ତିନିଦିନିଆ ବୁଟ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୩୦ ଜୁଲାଇ ରୁ ୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ…