Browsing Tag

3-arrested-in-counterfeit-dealing-case

ନକଲି ଔଷଧ କାରବାର ମାମାଲାରେ ୩ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ କମ୍ପାନୀର ନିର୍ଦ୍ଦେଶକ ଓ ଅନ୍ୟ ୨ଜଣ କମ୍ପାନୀର ମୁଖ୍ୟ ସଦସ୍ୟ ଥିବା ଜଣାପଡ଼ିଛି। ୩ଜଣ ଗିରଫ ହୋଇଥିଲେ ବି କମ୍ପାନୀର ମୁଖ୍ୟ ଶିବ ଜେନା ଏବେସୁଦ୍ଧା…