ଡାଇବେଟିସ ପାଇଁ ବରଦାନ ଅଟେ ଏହି ପତ୍ର, ଏହାର 1 ପତ୍ର ର ଚମତ୍କାରୀ ଗୁଣ ଜାଣିଲେ ଆପଣ ବି ହେଇଯିବେ ଆଶ୍ଚର୍ଯ୍ୟ
ପିଜୁଳି ଖାଇବାକୁ ସମସ୍ତେ ଭଲ ପାଆନ୍ତି । କିନ୍ତୁ ପିଜୁଳି କେବଳ ସ୍ଵାଦିଷ୍ଟ ନୁହେଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ । ପିଜୁଳିରେ ଭିଟାମିନ- ଏ ଓ ସି, ପୋଟାସିୟମ ଓ ଫାଇବରର ମାତ୍ର ପ୍ରଚୁର ପରିମାଣରେ ରହିଛି । ତେବେ ଏହି ପିଜୁଳି କିପରି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଉପକାରୀ ଓ…