ଆସାମ ବନ୍ୟାରେ ୯ ମୃତ୍ୟୁ, ୨୭ ଜିଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଗୌହାଟି : ଅବିଶ୍ରାନ୍ତ ବର୍ଷା ପରେ ବନ୍ୟାରେ ଉବୁଟୁବୁ ରାଜ୍ୟ। ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ପାଣି ଘେରରେ ରହିଛି । ପାଣି ଘେରରେ ରହିବା କାରଣରୁ ପ୍ରାୟ ୨୭ ଜିଲାର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ୪୮ ହଜାରରୁ ଅଧିକ ଲୋକଙ୍କୁ ୨୪୮ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର…